The following text field will produce suggestions that follow it as you type.

Barnes and Noble

Loading Inventory...
Bilambita Antardaha

Bilambita Antardaha in Franklin, TN

Current price: $14.00
Get it in StoreVisit retailer's website
Bilambita Antardaha

Barnes and Noble

Bilambita Antardaha in Franklin, TN

Current price: $14.00
Loading Inventory...

Size: OS

ବିଗତ ଦିନମାନଙ୍କରେ ମୋର ବହୁମୂଲ୍ୟ ସମୟକୁ ଯଥାକାର୍ଯ୍ୟରେ ସଦୁପଯୋଗ କରିପାରିନଥିବାର ବେଦନାରୁ ସୃଷ୍ଟ ଛଟପଟ ମନ ଭିତରୁ ଉତୁରି ପଡୁଥିବା ଭାବାବେଗକୁ ଲପିବଧ କରିବା ଅର୍ଥାତ୍ ଏହା ମାଧ୍ୟମରେ ନୂତନ ପିଢ଼ିକୁ ଦିଗ୍]ଦର୍ଶନ ଦେବାର ଲକ୍ଷ୍ୟନେଇ ଏହି ସଂକଳନ ତଥା 'ବିଳମ୍ବିତ ଅନ୍ତର୍ଦାହ'ର ଜନ୍ମ । ଏଥିରେ ସର୍ବମୋଟ ୩୭ ଗୋଟି କବିତା ସ୍ଥାନିତ ଏବଂ ଏହା ଆରମ୍ଭ ହୋଇଛି କବିତା'ବିଳମ୍ବିତ ଅନ୍ତର୍ଦାହ-୧' ଏବଂ ସମାପ୍ତ ହୋଇଛି କବିତା 'ବିଳମ୍ବିତ ଅନ୍ତର୍ଦାହ-୨' ସହିତ । ଅନ୍ୟ କବିାତ ଗୁଡିକ ମଧ୍ୟ ସେହି ଅନ୍ତର୍ଦାହରୁ ହିଁ ସୃଷ୍ଟି କିନ୍ତୁ ସେଗୁଡିକ ଭିନ୍ନ ଭିନ୍ନ ନାମ ଏବଂ ରୂପରେ ଆବିର୍ଭୁତ ।
ଏହି ଗ୍ରନ୍ଥରେ ସ୍ଥାନିତ 'ଓଶାମୃତ' କବିତାଟି ବିଶିଷ୍ଟ ଦାର୍ଶନିକ ଓଶୋ ତଥା ଆଚାର୍ଯ୍ୟ ରଜନୀଶଙ୍କ ଏକ ଜୀବନ ଦର୍ଶନକୁ ନେଇ ରଚନା କରାଯାଇଥିବା ବେଳେ 'ଜୀବନ' କବିତାଟି ଅଜଣା ଏକ ଲେଖକଙ୍କ ଏକ ହିନ୍ଦୀ କବିାତର ଭାବାନୁବାଦ ଏବଂ ସେହିପରି 'ଯଥାର୍ଥାନୁଭବ' କବିତାଟି ଜଣେ ଇଂରାଜୀ କବି ତଥା ଜୟ ଲଭ୍]ଲେଟ୍ କ୍ରଫୋର୍ଡଙ୍କ ଦ୍ୱାରା ରଚିତ 'ଦ ୱାର୍ଲ୍ଡ ଇଜ୍ ମାଇନ୍]' କବିତାର ଭାବାନୁବାଦ ଅଟେ ।

More About Barnes and Noble at CoolSprings Galleria

Barnes & Noble is the world’s largest retail bookseller and a leading retailer of content, digital media and educational products. Our Nook Digital business offers a lineup of NOOK® tablets and e-Readers and an expansive collection of digital reading content through the NOOK Store®. Barnes & Noble’s mission is to operate the best omni-channel specialty retail business in America, helping both our customers and booksellers reach their aspirations, while being a credit to the communities we serve.

1800 Galleria Blvd #1310, Franklin, TN 37067, United States

Powered by Adeptmind