Home
Binapani Mohantynka Nirbachita Galpa
Barnes and Noble
Loading Inventory...
Binapani Mohantynka Nirbachita Galpa in Franklin, TN
Current price: $18.00

Size: OS
ଜୀବନ ପ୍ରତି ନିବିଡ଼ ଆନ୍ତରିକ ଭାବ ତଥା ମାନବାତ୍ମାର ମଧୁର ଗାନରେ ମୂର୍ଚ୍ଛିତ ବୀଣାପାଣିଙ୍କ କଥାସାହିତ୍ୟ । ଜଣେ ଦରଦୀ ମାନବବାଦୀ କଥାଶିଳ୍ପୀ ଭାବେ ଓନିଆ ସାହିତ୍ୟରେ ବୀଣାପାଣିଙ୍କ ସ୍ଥାନ ସ୍ୱତନ୍ତ୍ର । ନାରୀ ଜୀବନର ସମସ୍ୟା, ନାରୀତ୍ୱର ନିଚ୍ଛକ ଅନୁଭବରେ ରସସିକ୍ତ ପୁଣି ଋଦ୍ଧିମନ୍ତ ହୋଇଛି ତାଙ୍କ ରଚିତ 'ସୀତାର ଶୋଣିତ', 'କୁନ୍ତୀ-କୁନ୍ତଳା-ଶକୁନ୍ତଳା' ଏବଂ 'ମନସ୍ୱିନୀ' ଭଳି ତିନିଗୋଟି ଉପନ୍ୟାସର କଥାବସ୍ତୁ । 'ପାଟଦେଈ'ରୁ 'ପାଚେରୀ ସେପଟନଈ' ପର୍ଯ୍ୟନ୍ତ ପ୍ରଲମ୍ବିତ ବୀଣାପାଣିଙ୍କ ଗଳ୍ପ ଜଗତର ବ୍ୟାପକ ପରିଧି । ପ୍ରଭାବଶାଳୀ ତଥା ମର୍ମାସ୍ପର୍ଶୀ ଆବେଦନରେ ତାଙ୍କ ଗଳ୍ପଗୁଡ଼ିକ ସ୍ୱତନ୍ତ୍ର ଓ ଅନନ୍ୟ ।