The following text field will produce suggestions that follow it as you type.

Barnes and Noble

Loading Inventory...
Chinta O Chetana

Chinta O Chetana in Franklin, TN

Current price: $14.00
Get it in StoreVisit retailer's website
Chinta O Chetana

Barnes and Noble

Chinta O Chetana in Franklin, TN

Current price: $14.00
Loading Inventory...

Size: OS

ଜଣେ ବହୁମୁଖୀ ପ୍ରତିଭାଶାଳୀ ବ୍ୟକ୍ତିତ୍ୱ ଶ୍ରୀ ପ୍ରମୋଦ ଧଳଙ୍କ ଜନ୍ମ କେନ୍ଦ୍ରାପଡ଼଼ା ଜିଲ୍ଲା ଆଳି ଥାନାର ଅରଗଳ ଗ୍ରାମରେ। ପ୍ରଥମେ ଭାରତୀୟ ନୌସେନାରେ ପନ୍ଦର ବର୍ଷ ଓ ପରେ ଭାରତ ସରକାରଙ୍କ ଅର୍ଥ ବିଭାଗ ଅଧୀନରେ କେନ୍ଦ୍ରୀୟ ଉତ୍ପାଦ ଓ ସୀମା ଶୁଳ୍କ ବିଭାଗରେ ପଚିଶ ବର୍ଷ ଚାକିରି କରି ଅବସର ନେବା ପରେ ଅଧୁନା ଓଡ଼଼ିଶା ଉଚ୍ଚ ନ୍ୟାୟାଳୟରେ ଓକିଲାତି ପେଷାରେ କାର୍ଯ୍ୟରତ। ବୃତ୍ତି ଓ ପ୍ରବୃତ୍ତି ମଧ୍ୟରେ ସାର୍ଥକ ସମନ୍ୱୟର ଉଦାହରଣ ହେଉଛନ୍ତି ଶ୍ରୀ ଧଳ। ଏକାଧାରରେ ସେ ଜଣେ ପକ୍ଷୀ ବିଶାରଦ, ୱାଇଲ୍ଡ ଲାଇଫ ଫୋଟୋଗ୍ରାଫର, ଲେଖକ, ଗାଳ୍ପିକ, ସ୍ତମ୍ଭକାର ଓ ସମାଜ ଚିନ୍ତକ। ଦେଶର ପ୍ରାୟ ସମସ୍ତ ଜାତୀୟ ଉଦ୍ୟାନ ଓ ବ୍ୟାଘ୍ର ସଂରକ୍ଷଣାଞ୍ଚଳ ଭ୍ରମଣ କରି ପଶୁପକ୍ଷୀମାନଙ୍କ ଉପରେ ଅଧ୍ୟୟନ କରିବା ତାଙ୍କର ନିଶା। ଉଭୟ 'ୱାଇଲ୍ଡ ଓଡ଼଼ିଶା' ଓ 'ନେଚର ଆଣ୍ଡ ୱାଇଲ୍ଡଲାଇଫ କଞ୍ଜରଭେସନ ସୋସାଇଟି ଅଫ୍ ଓଡ଼଼ିଶା' (ଘଡଉଝ)ର ଆଜୀବନ ସଦସ୍ୟ ରହି ସେ ଦିଗରେ ମଧ୍ୟ ଶ୍ରୀ ଧଳ ଅନବରତ କାର୍ଯ୍ୟରତ। ଆମ ସମାଜ, ଭାଷା, ସଂସ୍କୃତି ଓ ପରିବେଶ ଆଧାରିତ ବିଭିନ୍ନ ପ୍ରକାଶିତ ପ୍ରବନ୍ଧ ସଙ୍କଳନ, 'ଚିନ୍ତା ଓ ଚେତନା' ଖୁବ ପ୍ରେରଣା ଦାୟକ ହେବ ବୋଲି ଆଶା।

More About Barnes and Noble at CoolSprings Galleria

Barnes & Noble is the world’s largest retail bookseller and a leading retailer of content, digital media and educational products. Our Nook Digital business offers a lineup of NOOK® tablets and e-Readers and an expansive collection of digital reading content through the NOOK Store®. Barnes & Noble’s mission is to operate the best omni-channel specialty retail business in America, helping both our customers and booksellers reach their aspirations, while being a credit to the communities we serve.

1800 Galleria Blvd #1310, Franklin, TN 37067, United States

Powered by Adeptmind